Jump to content

ରମକ

ଉଇକିଅଭିଧାନ‌ରୁ

ରମକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଂ(ରମ୍ ଧାତୁ+କର୍ତ୍ତୃ.ଅକ)

[ସମ୍ପାଦନା]
୧. ଜାର୍; ଉପପତି — ୧. A woman's gallant.
୨. ପ୍ରେମିକ — ୨. Lover.

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ରମଣକାରୀ —Cohabiting