Jump to content

ରମଣା

ଉଇକିଅଭିଧାନ‌ରୁ

ରମଣା

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ(ରମଣ+ଆ)

[ସମ୍ପାଦନା]
୧. ରମଣୀ; ନାରୀ — ୧. Woman.
୨. ପତ୍ନୀ; ସ୍ତ୍ରୀ —୨. Wife
୩. ବରନାରୀ —୩. An excellent woman.
୪. ପ୍ରିୟା —୪. Mistress; sweetheart.
୫. ସଂସ୍କୃତ ଅର୍ଦ୍ଧ ସମବୃତ୍ତବିଶେଷ —୫. Name of a Sanskrit metre.

[ଦ୍ରଷ୍ଟବ୍ୟ —ଏହାର ୧ମ ଓ ୪ର୍ଥ ପାଦରେ ୧୧: ଅକ୍ଷର ଲୋଖାଏଁ ଥାଏ ଓ ୨ୟ ଓ ୩ୟ ପାଦରେ୧୨:ଟି ଲେଖାଏଁ ଅକ୍ଷର ଥାଏ]