ରମଣୀୟ
(ରମଣୀୟା—ସ୍ତ୍ରୀ)
[ରମଣୀୟତା(ତ୍ୱ)—ବି]
ରମ୍ୟ; ସୁନ୍ଦର; ମନୋହର —Charming.
[ଦ୍ରଷ୍ଟବ୍ୟ —ଯେଉଁ ରୂପ ଦର୍ଶକର ମନରେ କ୍ଷଣ କ୍ଷଣ ନବତା ଉତ୍ପାଦନ କରି ମନୁଷ୍ୟକୁ ମୁଗ୍ଧ କରେ ତାହାହିଁ ରମଣୀୟ]