ରମା
ଦେଖଣା
ରମା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ରମ୍ ଧାତୁ+କର୍ତ୍ତୃ. ଅ+ଅ)
[ସମ୍ପାଦନା]- ୧. ଲକ୍ଷ୍ମୀ — ୧. LakshmīGoddess of wealth.
- ୨. ପ୍ରିୟା;ସ୍ତ୍ରୀ; କାନ୍ତା —୨. Wife.
- ୩. ଉପପତ୍ନୀ —୩. Mistress.
- ୪. ଶଶିଦେବଙ୍କ କନ୍ୟା ଓ କଳ୍ପୀଦେବଙ୍କ ପତ୍ନୀ —୪. Wife of Kaḻkī and daughter of Ṡaṡideba.
- ୫. କାନ୍ତି; ଶୋଭା; ଶ୍ରୀ —୫. Beauty; lustre; grace.
[ଉ—ଝାଉଁଳିବା ନବ ତମାଳ ରମା; ଝିଙ୍କି ଆଣି ଅଙ୍ଗେ କଲାଣି ଜମା କବିସୂର୍ଯ୍ୟ.କିଶୋରୀଚମ୍ପୂ,ଝ ଗୀତ]
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ସ୍ତ୍ରୀଙ୍କୁ ଦିଆଯିବା ନାମ —A name given to females.