Jump to content

ରମାବାଈ

ଉଇକିଅଭିଧାନ‌ରୁ

ରମାବାଈ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବି

[ସମ୍ପାଦନା]

ପଣ୍ଡିତା ରମାବାଈ; ଦକ୍ଷିଣଭାରତର ସ୍ୱର୍ଗତା ପ୍ରସିଦ୍ଧା ବିଦୁଷୀ —Name of a late learned lady of

ଅନୁବାଦ

[ସମ୍ପାଦନା]
Bombay.

[ଦ୍ରଷ୍ଟବ୍ୟ —ଏ ସଂସ୍କୃତ, ଇଂରାଜି ଅନ୍ୟାନ୍ୟ ଅନେକ ଭାଷାରେ ପଣ୍ଡିତା ଥିଲେ କଲିକତାର ପଣ୍ଡିତମାନେ ଏହାଙ୍କର ବିଦ୍ୱତ୍ତାରେ ମୁଗ୍ଧ ହୋଇ ଏହାଙ୍କୁ ସରସ୍ୱତୀ ଉପାଧି ଦେଇଥିଲେ ଏ ଚଟ୍ଟଗ୍ରାମର ଜଣେ ବଙ୍ଗୀୟଙ୍କୁ ବିବାହ କରିଥିଲେ, କିନ୍ତୁ ଅଳ୍ପ ଦିନ ପରେ ସ୍ୱାମୀଙ୍କ ମୃତ୍ୟୁ ଘଟିଲା ଆର୍ଯ୍ୟ ସ୍ତ୍ରୀ ଓ ବିଧବାମାନଙ୍କର ଶିକ୍ଷା,ବ୍ରହ୍ମଚର୍ଯ୍ୟ, ଓ ଉନ୍ନତି କଳ୍ପେ ଏ ଭାରତରେ, ଇଂଲଣ୍ଡରେ ଓ ଆମେରିକାରେ ବହୁ ଚେଷ୍ଟା କରି ଅବଶେଷରେ ବମ୍ୱେଠାରେ (ପରେ ପୁନାକୁ ସ୍ଥାନାନ୍ତରିତ) ଗୋଟିଏ ବିଧବାଶ୍ରମ ସ୍ଥାପନ କରିଥିଲେ ଏ ଇଂଲଣ୍ଡରେ ଖ୍ରୀଷ୍ଟଧର୍ମରେ ଦୀକ୍ଷିତ ହୋଇଥିଲେ 'The high caste Hindu woman' ନାମକ ଖଣ୍ଡିଏ ଗ୍ରନ୍ଥ ଏ ଇଂରାଜିଭାଷାରେ ପ୍ରଣୟନ କରିଥିଲେ]