Jump to content

ରମିବା

ଉଇକିଅଭିଧାନ‌ରୁ

ରମିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - (ପଦ୍ୟ)କ୍ରିୟାପଦ - (ସଂସ୍କୃତ - ରମ୍ ଧାତୁ)

[ସମ୍ପାଦନା]
୧. କ୍ରୀଡ଼ା କରିବା —୧. To play.

[ଉ—ଗୋବିନ୍ଦ ବିଚାରନ୍ତି ମନେ, ଆଜ ରମିବା ବୃନ୍ଦାବନେ ଜଗନ୍ନାଥ—ଭାଗବତ]

୨. ବିହାର କରିବା; ରମଣ କରିବା —୨. To cohabit.

[ଉ—ରମଣ ତୁଲେ ନାରୀଗଣେ, ରମନ୍ତି ସିଦ୍ଧ ସ୍ତିରୀମାନେ ଜଗନ୍ନାଥ ଭାଗବତ]

୩. ତୋଷ କରିବା — ୩. To please.

[ଉ—ଶତ ପୁଷ୍ପ ବିକାଶର ବିଶ୍ୱୁପ୍ରାଣ ରମି ମଧୂସୂଦନ—ବସନ୍ତ ଗାଥା]

୪. ରତ ହେବା —୪. To be attachhed to.

(ଉ—ଦରିଦ୍ର ଜନ କ୍ଳେଶ ପାଇ, ଇନ୍ଦ୍ରିୟ ଭୋଗେ ନ ରମଇ ଜଗନ୍ନାଥ ଭାଗବତ)

୫. ସୁଖ ପାଇବା ୫. To like.

[ଉ—ବ୍ରହ୍ମା ଯେ ମୋହର ନନ୍ଦନ, ତାକୁ ନ ରମେ ମୋର ମନ ଜଗନ୍ନାଥ ଭାଗବତ]

୬. (ମନ, ଆଖି) ହରଣ କରିବା; ଆକର୍ଷଣ କରିବା —୬. To attract

[ଉ—ଅର୍ଦ୍ଧେନ୍ଦୁ ଲଲାଟେ ସିନ୍ଦୂର ବିନ୍ଦୁ ରମଇ ଆଖି ରାଧାନାଥ ଚନ୍ଦ୍ରଭାଗା]

୭. ଲୀଳା କରିବା —୭. To sport.