ରମେଇବା
ରମି ବା କ୍ରିୟାର ଣିଜନ୍ତ ରୂପ — Causative of Ramibā
[ଉ—ସର୍ବ ସୁଖ ତେଜି ମନ ରମାଇଲେ କାହିଁ ପ୍ରାଚୀ. ରହସ୍ୟମଞ୍ଜରୀ]