Jump to content

ରମେଶଚନ୍ଦ୍ର ଦତ୍ତ

ଉଇକିଅଭିଧାନ‌ରୁ

ରମେଶଚନ୍ଦ୍ର ଦତ୍ତ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

କଲିକତାର ବିଶିଷ୍ଟ ଦତ୍ତ ବଂଶ ସମୂତ ପ୍ରସିଦ୍ଧ ସ୍ୱର୍ଗୀୟ ବ୍ୟକ୍ତି —The late R. C. Dutta, I. C. S., C. I E. of Bengal.

ଦ୍ର—(ଖ୍ରୀ ୧୮୪୮—୧୯୯: ) ଏ ବିଲାତର ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଜିଲ୍ଲାର କଲେକଟର୍ ଓ ବିଭାଗୀୟ କମିଶନ୍ର ପର୍ଯ୍ୟନ୍ତ ଉନ୍ନୀତ ହୋଇଥିଲେ ଗଭର୍ଣ୍ଣମେଣ୍ଟ ଏହାଙ୍କୁ C.I.E. ଉପାଧିରେ ଭୂଷିତ କରିଥିଲେ ଏ ଜୀବନବ୍ୟାପୀ ବଙ୍ଗ ସାହିତ୍ୟର ସେବା କରୁଥିଲେ ଓ ଇଂରାଜିରେ ପ୍ରାଚୀନ ଭାରତ ସଭ୍ୟତାର ଇତିହାସ (Ancient civilization of India), ରାମାୟଣ ଓ ମହାଭାରତର ଇଂରାଜି ପଦ୍ୟାନୁବାଦ, ବ୍ରିଟିଶ୍ ଶାସିତ ଭାରତର ବୈଷୟିକ ଇତିହାସ (Ecnomical History of India) ଓ ଇଂରାଜି ଉପନ୍ୟାସ ରଚନା କରିଥିଲେ ଏ ବଙ୍ଗ ଭାଷାରେ ମଧ୍ୟ ଅନେକ ଗୁଡ଼ିଏ ଉପନ୍ୟାସ ରଚନା କରିଥିଲେ ଏ ପେନ୍ସନ୍ ଗ୍ରହଣ କରି ଇଂରାଜ ସରକାରଙ୍କ ରାଜସ୍ୱ ନୀତିର ପ୍ରତିବାଦ କରି ଖଣ୍ଡିଏ ପୁସ୍ତକ ରଚନା କରିଥିଲେ ପରିଶେଷରେ ବରୋଦାର ଗାଇକବାଡ଼ ମହାରାଜ ଏହାଙ୍କୁ ପ୍ରଧାନ ମନ୍ତ୍ରୀରୂପେ ଗ୍ରହଣ କରିବାର କିଛିଦିନ ପରେ ଏହାଙ୍କର ମୃତ୍ୟୁ ଘଟିଥିଲା]