ରମେଶଚନ୍ଦ୍ର ମିତ୍ର
ଦେଖଣା
ରମେଶଚନ୍ଦ୍ର ମିତ୍ର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରମେଶଚନ୍ଦ୍ର ମିତ୍ର
|
ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ସର୍ ରମେଶଚନ୍ଦ୍ର ମିତ୍ର — Sir Romesh Mitter K.C.I.E.
[ଦ୍ରଷ୍ଟବ୍ୟ —(ଖ୍ରୀ୧୮୪—୧୮୯୯: ) ଏ ପ୍ରଥମେ ଓକାଲତି କରି ପରେ କଲିକତା ହାଇ- କୋଟ୍ର କଜ୍ ଓ ମଝିରେ ଦିନାକକେତେ ପ୍ରଧାନ ଜଜ୍ ହୋଇଥିଲେ ବଙ୍ଗାଳିମାନଙ୍କ ମଧ୍ୟରେ ଏ ହାଇକୋଟର ପ୍ରଥମ ଜିଫ୍ ଜଷ୍ଟିସ୍ ସମ୍ମାନ ଲାଭ କରିଥିଲେ ଗଭର୍ଣ୍ଣମେଣ୍ଟ ଏହାଙ୍କୁ ସର୍ ଓ K.C.I.E. ଉପାଧିରେ ଭୂଷିତ କରିଥିଲେ]