ରମ୍ପା
ଦେଖଣା
ରମ୍ପା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ରମ୍ପା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ରାମ୍ପିବା କର୍ମ —The act of scratching.
ବିଶେଷଣ -
[ସମ୍ପାଦନା]କୁଣ୍ଡାଇ ହେଉଥିବା —Itching.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]- ୧. କାଙ୍କ; ମାଟି ହାଣିବା କୁରାଢ଼ି —୧. An axe or long-handled spade to cut earth.
- ୨. ଅସମତଳ ବିଲର ଖାଲକୁ ଢ଼ିପରୁ ମାଟି ଟାଣି ନେଇ ତାହାକୁ ସମତଳ କରିବା ପାଇଁ ବ୍ୟବହୃତ ମହିଷ—ବାହ୍ୟ ପଟାମଇ —୨. A kind of plank drawn by buffaloes and used to level up uneven fileds by drawing earth from high places and putting it in low places.
ରମ୍ପା
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ତୁଳ. ହିନ୍ଦୀ - ଅର୍ଥରେ ଏହି ଶବ୍ଦ)
[ସମ୍ପାଦନା](ଯହିଁରେ ଭୂମି ରମ୍ପାଯାଏ) କୋଡ଼ି — Spade.