Jump to content

ରମ୍ଭ

ଉଇକିଅଭିଧାନ‌ରୁ

ରମ୍ଭ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ରନ୍ଭ ଧାତୁ+କର୍ତ୍ତୃ ଅ)

[ସମ୍ପାଦନା]
୧. ମହିଷାସୁରର ପିତା — ୧. Name of the father of the demon Mahishāsura.
୨. ବାନାର ବିଶେଷ —୨. Name of a monkey.
୩. ବେଣୁ; ବାଉଁଶ —୩. Bamboo.