Jump to content

ରମ୍ଭକ

ଉଇକିଅଭିଧାନ‌ରୁ

ରମ୍ଭକ

ଉଚ୍ଚାରଣ

[ସମ୍ପାଦନା]
(ରମ୍ଭିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ରନଭ୍ ଧାତୁ+କର୍ତ୍ତୃ ଅକ)

[ସମ୍ପାଦନା]
୧. ଶବ୍ଦକାରୀ — ୧. Sounding.
୨. ଆରମ୍ଭକାରୀ — ୨. Beginning.