ରମ୍ଭୋରୁ
ଦେଖଣା
ରମ୍ଭୋରୁ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ରମ୍ଭା+ଉରୁ; ରମ୍ଭା=କଦଳି ଗଛ ପରି ଊରୁ ଯାହାର; ବହୁବ୍ରୀହି)
[ସମ୍ପାଦନା]ରମ୍ଭା ବୃକ୍ଷ ପରି ଘନ— ଜଘନା; ବର୍ତ୍ତୃଳ ଜଘନା —(a woman) Having things round like the trunk of a plantain tree.
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]ଘନଜଘନା ସ୍ତ୍ରୀ — A woman having well developed things.
[ଦ୍ରଷ୍ଟବ୍ୟ —କଦଳି ଗଛର ଘୋଡ଼ାର ମୂଳପାଖ ମୋଟ ଓ ଉପର ପାଖ ସରୁ, କିନ୍ତୁ ସ୍ତ୍ରୀଜଘନର ଉପରପାଖ ମୋଟ ଓ ନିମ୍ନପାଖ ସରୁଏଥିପାଇଁ ଓଡ଼ିଆ କବିମାନେ 'ରମ୍ଭୋରୁ' ନ କହି 'ଓଲଟ ରମ୍ଭାପରି ଉରୁ ଯାହାର' ବୋଲି ଉପମାଟାକୁ ସ୍ପଷ୍ଟତର କରି ଦେଇଅଛନ୍ତି]