ରମ୍ୟ
ଦେଖଣା
ରମ୍ୟ
ଉଚ୍ଚାରଣ
[ସମ୍ପାଦନା](ରମ୍ୟା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - (ରମ୍ ଧାତୁ+କରଣ ଯ)
[ସମ୍ପାଦନା]- ୧. ରମଣୀୟ; ସୁନ୍ଦର; ମନୋରମ —୧. Charming; beautiful; agreeable; pleasing.
- ୨. ବଳକର — ୨. Strength-giving.
- ୩. ପୁରୁଷତ୍ୱପ୍ରଦ — ୩. Giving potency or virility.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଚମ୍ପକ —୧. The Champaka tree; Michelia Champak).
- ୨. ବକ ବା ଅଗସ୍ତିଗଛ —୨. A tree; Sesbania Grandiflora.
- ୩. ପଟୋଳ— ମୂଳ —୩. The root or tubers of the Paṭoḻa creeper.
- ୪. ଶୁକ୍ର —୪. Semen; the seman virile.