Jump to content

ରମ୍ୟକ

ଉଇକିଅଭିଧାନ‌ରୁ

ରମ୍ୟକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ରମ୍ୟ+କ)

[ସମ୍ପାଦନା]

ଜମ୍ୱୁଦ୍ୱୀପାନ୍ତର୍ଗତ ନବବର୍ଷ ମଧ୍ୟରୁ ଗୋଟିଏ ବର୍ଷ ବା ଦେଶ ବିଶେଷ —Name of a tract in the mythological island of J̄ambu (in which India was included).

[ଦ୍ରଷ୍ଟବ୍ୟ —ଏହା ମେରୁର ଉତ୍ତରରେ ଅବସ୍ଥିତ ଏହା ଇଳାବୃତ୍ତ ବର୍ଷର ଉତ୍ତରରେ ରମ୍ୟକ ବର୍ଷର ମଧ୍ୟସ୍ଥଳରେ ସୁମେରୁ ଇଳାବୃତ୍ତର ଉତ୍ତରରେ ଥିବା ନୀଳ ପର୍ବତର ଉତ୍ତରରେ ରମ୍ୟକ ବର୍ଷ ଏଥିରେ ଗରୁଡ଼ ବାସ କରୁଥିବା କଥା ପୁରାଣରେ ଅଛି]

୨. (ବୈଦ୍ୟକ) ପଟୋଳ ମୂଳ —୨. The root or tubers of Paṭoḻa creeper.
୩. ମହାନିମ୍ୱ; ଘୋଡ଼ାଲିମ୍ୱ ଗଛ —୩. A tree; Melia Azadarachta.