Jump to content

ରମ୍ୟା

ଉଇକିଅଭିଧାନ‌ରୁ

ରମ୍ୟା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ସ୍ତ୍ରୀ

[ସମ୍ପାଦନା]

ସୌନ୍ଦର୍ଯ୍ୟଯୁକ୍ତା;ରମଣୀୟା; ସୁନ୍ଦରୀ — Graceful; charming.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ରାତ୍ରି ରଜନୀ —୧. The night.
୨. ସ୍ଥଳପଦ; ସ୍ଥଳ— କମଳ —୨. A flower; Jonidinam Suffruticosum.
୩. ନଦୀ ବିଶେଷ —୩. Name of a river.