ରମ୍ୱସ
(କ୍ଷେତ୍ରବୃତ୍ତ) ଯେଉଁ ସାମନ୍ତରିକ ଚତୁର୍ଭୁଜ କ୍ଷେତ୍ରର ସମସ୍ତ ବାହୁମାନ ସମାନ କିନ୍ତୁ କୋଣମାନ ସମକୋଣ ନୁହେଁ —Rhombus; an equilateral parallelogram.