Jump to content

ରଲ୍ଲକ

ଉଇକିଅଭିଧାନ‌ରୁ

ରଲ୍ଲକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - [ରମ ଧାତୁ=ହୃଷ୍ଟ ହେବା କ୍ରିଡ଼ା କରିବା+କର୍ତ୍ତୃ. କ୍ୱିପ୍; ରମ୍=ଆନନ୍ଦ; ରମ୍+ଲାଧାତୁ=ଦେବା ଗ୍ରହଣ କରିବା+କର୍ତ୍ତୃ ଅକ ଯାହା ଆନନ୍ଦ ଦିଏ]

[ସମ୍ପାଦନା]
୧. କମ୍ୱଳ — ୧. Blanket.
୨. ମୃଗବିଶେଷ —୨. A species of deer.
୩. ଆଖିପତାର ଲୋମ —୩. eye lash.
୪. ପଦ୍ମ —୪. Lotous.