Jump to content

ରଶଦ ପରବାନା

ଉଇକିଅଭିଧାନ‌ରୁ

ରଶଦ ପରବାନା

ଉଚ୍ଚାରଣ

[ସମ୍ପାଦନା]

(ରଶଦପରବାନା—ଅନ୍ୟରୂପ)

  • (file)
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (କଚିରିଆ)

[ସମ୍ପାଦନା]

ଗସ୍ତରେ ଯିବା ହାକିମଙ୍କୁ ଓ ସୈନ୍ୟଙ୍କୁ ରଶଦ୍ ଯୋଗାଇବାପାଇଁ ଜମିଦାର ଆଦିଙ୍କ ନିକଟକୁ ଆଗରୁ ପଠାଯିବା ହୁକୁମନାମା —Orders sent to Zamindars beforehand to supply necessaries to touring officers and to a marching army.