ସଂସ୍କୃତ - ବିଶେଷ୍ୟ - (ରଶ୍ ଧାତୁ+କରଣ ଅନ+ଆ)
[ସମ୍ପାଦନା]
- ୧. ଜିହ୍ୱା; ଜିଭ — ୧. Tongue.
- ୨. ସ୍ତ୍ରୀଙ୍କ କଟୀଭୂଷଣ;କାଞ୍ଚୀ; ଗୋଠ ଓ ଚନ୍ଦ୍ରହାର ଇତ୍ୟାଦି —A woman's waist-chain or girdle.
[ଦ୍ରଷ୍ଟବ୍ୟ —ସ୍ତ୍ରୀକଟୀ— ଭୂଷଣରେ ଆଗେ ଘୁଙ୍ଗୁର ଲାଗୁଥିଲା ଓ ଏହା ରୁଣୁଝୁଣୁ ଶବ୍ଦ କରୁଥିବାରୁ ଏହି ନାମ ହୋଇଅଛି]