Jump to content

ରଶିଦ୍ ପୁସ୍ତକ

ଉଇକିଅଭିଧାନ‌ରୁ

ରଶିଦ୍ ପୁସ୍ତକ

ଉଚ୍ଚାରଣ

[ସମ୍ପାଦନା]

(ରସିଦି ବହି [ଇ]—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଯେଉଁ ବହିରେ ଗୁଡ଼ିଏ ମୁଦ୍ରିତ ରସିଦ ଫାରମ ବା ମୁଣ୍ଡାରସିଦ୍ ଥାଏ —୧. A book of receipts, receipt book.
୨. ଯେଉଁ ପୁସ୍ତକରେ ପ୍ରାପ୍ତିସ୍ୱୀକାରମାନ ଲିପିବଦ୍ଧ ହୁଏ — ୨. A book for filing or keeping receipts.