Jump to content

ରଶି ଦେବା

ଉଇକିଅଭିଧାନ‌ରୁ

ରଶି ଦେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ରଶି ଲଗାଇବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଦଉଡ଼ି ଦେବା; ଆପଣା ବେକରେ ଦଉଡ଼ି ଲଗାଇ ଉଦ୍ଦନ୍ଧନରେ ପ୍ରାଣତ୍ୟାଗ କରିବା — ୧. To commit suicide by hanging.
୨. ଅନ୍ୟକୁ ଫାସି ଦେବା —୨. To hang a person to death.