Jump to content

ରଶୁଲ୍

ଉଇକିଅଭିଧାନ‌ରୁ

ରଶୁଲ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ରସୁଲ୍)

[ସମ୍ପାଦନା]
୧. ପୃଥିବୀକୁ ପ୍ରେରିତ ଈଶ୍ୱରଙ୍କକ ଦୂତ; ପଏଗମ୍ୱର —୧. God's messaenger to the earth.

[ଦ୍ରଷ୍ଟବ୍ୟ —ମୁସମାନ ଧର୍ମପ୍ରବର୍ତ୍ତିକ ମହମ୍ମଦ ଈଶ୍ୱରପ୍ରେରିତ ଦୂତ 'ରସୁଲ୍—ଇଲ୍ଲାହା' ଥିବା ମୁସମାନମାନେ ବିଶ୍ୱାସ କରନ୍ତି ଓ ସେ ଈଶ୍ୱରଙ୍କ ଆଜ୍ଞାମାନ କୋରାନ୍ରେ 'ସୁରା' ବା ସୁକ୍ତରୂପରେ ପ୍ରଚାର କରିଅଛନ୍ତି]

୨. ଦୂତ —୨. Messenger.
୩. ମୁସଲମାନ୍ଙ୍କ ନାମ ବିଶେଷ —୩. A name gievn to a Mahomedan.