ରଶୁଲ୍ଆଲ୍ଲା
ଦେଖଣା
ରଶୁଲ୍ଆଲ୍ଲା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରଶୁଲ୍ଆଲ୍ଲା
|
ରଶୁଲଇଲ୍ଲାହ୍ (ହା), ରଶୁଲିଲ୍ଲା, ରଶୁଲଲ୍ଲା, ରଶୁଲ୍ଲିଲ୍ଲାଅନ୍ୟରୂପ
ବୈଦେ,. ବିଶେଷ୍ୟ - (ଫାରାସୀ - ରସୁଲଇଲ୍ଲାହା)
[ସମ୍ପାଦନା]ମୁସଲମାନ ଧର୍ମ ପ୍ରଚାର କକରିବା ପାଇଁ ପୃଥିବୀକୁ ଈଶ୍ୱର ପ୍ରେରିତ ଦୂତ; ମହମ୍ମଦ —God's messenger on earth; Mahommed, the founder of the Mohomedan faith (believed by the Moslems to have been God's messenger on earth).
(ଯଥା—ମହମ୍ମଦିଆ ରସୁଲିଲ୍ଲହା)