ରଶେଦ୍
ଦେଖଣା
ରଶେଦ୍
ଉଚ୍ଚାରଣ
[ସମ୍ପାଦନା](ଗଞ୍ଜାମ—ସପ୍ଲେଇ)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫାରାସୀ - ରସଦ୍)
[ସମ୍ପାଦନା]- ୧. ହାକିହୁକୁମା ମଫସଲକୁ ଗଲେ ଜମିଦାର ମାନଙ୍କର ସେମାନଙ୍କୁ ଯୋଗାଇବା ଦୈନିକ ଅପକ୍ୱ ଭୋଜ୍ୟବସ୍ତୁ ବା ବ୍ୟବାହରୀୟ ସରଞ୍ଜାମ —୧. Supply of victuals; victuals and other daily necessaries supplied to public servants while touring in moffasala.
- ୨. ପଲଟଣମାନଙ୍କୁ ଯୋଗଯିବା ଖାଦ୍ୟାଦି —୨. Sypplies for an army.
[ଦ୍ରଷ୍ଟବ୍ୟ — ହାକିମମାନେ ମଫସଲକୁ ଗସ୍ତରେ ବାହାରିବା ପୂର୍ବରୁ ଓ ପୂର୍ବେ ସୈନ୍ୟମାନେ ସ୍ଥାନାନ୍ତରକୁ ବାହାରିବା ପୂର୍ବରୁ ସେମାନେ ଯାଇଁ ଯେଉଁଠାରେ ମୁକାମ କରିବେ ସେହି ସ୍ଥାନର ଜମିଦାରମାନେ ଉଚିତ ମୂଲ୍ୟ ନେଇ ସେମାନଙ୍କ ପାଇଁ ଆବଶ୍ୟକ ଚାଉଳ, ଡାଲି,କାଠ ଖାସୀ, ମୁରୁଗି ଅଣ୍ଡା ହାଣ୍ଡି ଦାନା ଓ ପାଳବିଛାଲି (ଅବଶ୍ୟ ହାକିମଙ୍କପାଇଁ ନୁହେଁ ହାକିମଙ୍କ ଗଧ ଓ ଗୋଡ଼ାଙ୍କ ପାଇଁ) ଯୋଗାଇ ବାପାଇଁ ପୂର୍ବରୁ ପରୁଆନା କରାଯାଏ ଏବେ ରେଳ ଆଦି ହେବାରୁ ରଶଦ୍ ପ୍ରଥା କମି ଯାଉଅଛି ଏ ପ୍ରଥାଦ୍ୱାରା ସମୟେ ସମୟେ ଲୋକଙ୍କ ଉପରେ ନାନା ଜମି ହେଉଥିଲା ଏ ପ୍ରଥା ବର୍ତ୍ତମାନ ଅନ୍ଧାରି ମୁଲକରେ ଅଛି]
- ୩. ରଶିଦ୍ (ଦେଖ) - ୩. Raṡid (See)