Jump to content

ରଶ୍ମି

ଉଇକିଅଭିଧାନ‌ରୁ

ରଶ୍ମି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଅଶ୍ ଧାତୁ=ବ୍ୟାପିବା+କର୍ତ୍ତୃ ମି. ନିପାତନ)

[ସମ୍ପାଦନା]
୧. କିରଣ —୧. Ray of light.
୨. ପ୍ରଗ୍ରହ;ଲଗାମ —୨. Reins of a horse;bridle.
୩. ରଜ୍ଜୁ; ଦଉଡ଼ି —୩. Rope.
୪. ପକ୍ଷ; ଡ଼େଣା — ୪. Wing of the bird.
୫. ପକ୍ଷ୍ମ; ଆଖିପତା — ୫. Eye-lid.