Jump to content

ରଶ୍ମିପାତ

ଉଇକିଅଭିଧାନ‌ରୁ

ରଶ୍ମିପାତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)

[ସମ୍ପାଦନା]

କୌଣସି ବସ୍ତୁରେ କିରଣ ପଡ଼ିବା; କିରଣ ପାତ; ଆଲୋକର ପ୍ରତିଫଳନ — Refraction of the rays; the falling of the rays on a thing.