ରଶ୍ମି କେନ୍ଦ୍ର
ଅଧିଶ୍ରୟଣ; ଆଲୋକର କିରଣମାନ ଦୂରବୀକ୍ଷଣର ମୁକ୍ତରର ବା କାଚର ମଧ୍ୟ ଦେଇ ଗମନ କରି ଯେଉଁଠାରେ ମିଳିତ ହୁଏ — The focus; the point where the converging rays of light (passing through a lens) meet.