ରଶ୍ ମଶ୍
ଦେଖଣା
ରଶ୍ ମଶ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - . ଅ
[ସମ୍ପାଦନା]- ୧. ଛୋଟ ଡାଳ ଭାଙ୍ଗିବାର ଅନୁଚ୍ଚ ଶବ୍ଦ — ୧. Low cracking sound of the break ing of small twigs
- ୨. ପତର ଆଦି ଉପରେ ଚାଲିବା ଶବ୍ଦ —୨. Low rustiling sond.
- ୩. କଶ୍ ମଶ୍; ଜର ହେବା ପୂର୍ବରୁ ଦେହ ଭିଡ଼ିମୋଡ଼ି ହେବା —.୩. Languidity and twisting of limbs before an attack of fever.
- ୪. ଜ୍ୱର ଜ୍ୱର ବୋଦ ହେବା — ୪. Feeling feverish.
- ୫. ରଶ୍ ମଶ୍ (ଦେଖ) - — ୫. Raṡraṡ(See)