Jump to content

ରଶ୍ ରଶ୍

ଉଇକିଅଭିଧାନ‌ରୁ

ରଶ୍ ରଶ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ରଶରାଶ—ଅନ୍ୟରୂପ)

ଦେଶଜ - . ଅ(ଧ୍ୟନ୍ୟନୁକରଣ)

[ସମ୍ପାଦନା]
୧. ଜୋତାର ବା ଲୁଗାର ଶବ୍ଦ ହେଉଥିବାପ୍ରକାରେ ଚଞ୍ଚଳ ଚାଲିବା ପ୍ରକାରେ — ୧. Mode of walking brisk ly; by making a rustling sound with the shoes or clothes.
୨. କାକୁଡ଼ି ଆଦି ଚୋବାଇବା ପ୍ରକାରେ —୨. Like chewing cucumbers.
୩. ଚାପୁଡ଼ା ମାରିବାର ଶବ୍ଦ —୩. Cracking sound of slaps.

(ଯଥା—ସେ ତାକୁ ରଶରଶ ଦୁଇଟା ଚାପୁଡ଼ା ମାରିଦେଲା)

୪. କଇଁ କଇଁ ହୋଇ କାନ୍ଦିବାପ୍ରକରେ —୪. Sobbingly.

(ଉ—ଦେଖି ସପତଣୀଙ୍କ ହସ ପୁଣି, କାନ୍ଦଇ ରସରସ—ଭୂପତି ପ୍ରେମପଞ୍ଚାମୃତ)