Jump to content

ରସକଳା

ଉଇକିଅଭିଧାନ‌ରୁ

ରସକଳା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ମୃଦୁ ମିଷ୍ଟ ସ୍ୱର —୧. A low sweet sound.
୨. ପାନମତ୍ତ ବ୍ୟକ୍ତିର ଗାନ —୨. The song of an intoxicated person.
୩. ରସ ବିଷୟରେ ଚାତୁର୍ଯ୍ୟ —୩. Wit; witticism; gallantry.

ଦେଶଜ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]
୧. ସ୍ତ୍ରୀଲୋକଙ୍କ ନାମ —୧. A name given to females.
୨. ଖୋରଧାନିବାସୀ ଓଡ଼ିଆ ପ୍ରାଚୀନ କବି ଲୋକନାଥ ବିଦ୍ୟାଧରଙ୍କ ରଚିତ ଆଦିରସାତ୍ମକ କାବ୍ୟ —୨. Name of an Oriya poem by poet Lokanātha.