ରସକୋରା
ନଡ଼ିଆ କୋରାକୁ ପାଗକରାଯାଇ ବଳା ଯାଇଥିବା ଲଡ଼ୁ —Sweetmeat balls made by the scrapings of cocoanut kernel soaked in syr up.
(ଉ—ନ଼ଡ଼ିଆ ଛେନା ପଡ଼ି ଦୁଧ ରସକୋର—କୃଷ୍ଣସିଂହ. ମହାଭାରତ. ସଭା)