Jump to content

ରସଜ୍ଞ

ଉଇକିଅଭିଧାନ‌ରୁ

ରସଜ୍ଞ

ଉଚ୍ଚାରଣ

[ସମ୍ପାଦନା]

[ରସଜ୍ଞାତା—ଅନ୍ୟରୂପ]

[ରସଜ୍ଞା—ସ୍ତ୍ରୀ] 

[ରସଜ୍ଞତା(ତ୍ୱ)—ବି]

  • (file)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ରସ+ଜ୍ଞା. ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ଭାବ ଗ୍ରହଣ କରିବାରେ ସମର୍ଥ —୧. Able to appreciate wit.
୨. ରସ ବିଷୟରେ ଅଭିଜ୍ଞ —୨. Understanding the wit or sentiment.
୩. ସାମାଜିକ — ୩. Social.
୪. ନିପୁଣ; କୁଶଳ (ହିନ୍ଦୀ - ଶ) — Skilfu; expert.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. କବି —୧. Poet.
୨. ରସିକ —୨. Witty person.
୩. ଭାବୁକ — ୩. Thoughtful person.
୪. ରସାୟନ ଶ୍ରାସ୍ତ୍ରରେ ପଣ୍ଡିତ —୪. Chemist; alchemist.
୫. ରସାୟନ ବା ପାରଦ ଘଟିତ ଔଷଧ ପ୍ରସ୍ତୁତ ଓ ପ୍ରୟୋଗ କରିବାରେ ପଟୁ —୫. A physician expert in mercurial treatment.