ରସତରଙ୍ଗ
ଦେଖଣା
ରସତରଙ୍ଗ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ରୂପକ)
[ସମ୍ପାଦନା]ତରଙ୍ଗରୂପରେ ଖେଳୁଥିବା ରସିକତା — Wit compared to a wave.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଉପେନ୍ଦ୍ରଭଞ୍ଜଙ୍କ ରଚିତ କ୍ଷୁଦ୍ର ପଦ୍ୟକାବ୍ୟବିଶେଷ Name of a poem by the Oriya poet Upendrabhanja.
[ଦ୍ରଷ୍ଟବ୍ୟ —ଏହା ଅବନା ଅକ୍ଷରରେ ରଚିତ ଏହାକୁପ ମଧ୍ୟ ଅବନା ରସତରଙ୍ଗ କହନ୍ତି]