ରସଦ
ଦେଖଣା
ରସଦ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫାରାସୀ - ରସଦ୍=ଅପକ୍ୱ ଭୋଜ୍ୟଦ୍ରବ୍ୟ)
[ସମ୍ପାଦନା]- ୧. ସୈନ୍ୟମାନଙ୍କୁ ଦିଆଯିବା ଅପକ୍ୱ ଖାଦ୍ୟସାମଗ୍ରୀ — ୧. Victuals supplied to the army.
- ୨. ମଫସଲ ଗସ୍ତରେ ଯିବା ହାକିମମାନଙ୍କୁ ଜମିଦାରମାନଙ୍କଦ୍ୱାରା ଯୋଗାଯିବା ଖାଦ୍ୟାଦି —୨. Victuals supplied to offlciale on tour.
ରସଦ
ଉଚ୍ଚାରଣ
[ସମ୍ପାଦନା](ରସଦା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ରସ+ଦା ଧାତୁ+କର୍ତ୍ତୃ. ଅ)
[ସମ୍ପାଦନା]- ୧. ସୁଖଦାୟକ ୧. Giving pleasure.
- ୨. ସୁସ୍ୱାଦୁ (ହିନ୍ଦୀ - ଶ.) — ୨. Sweet.
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]ଚିକିତ୍ସକ (ହିନ୍ଦୀ - ଶ.) A physician.