Jump to content

ରସଦାତା

ଉଇକିଅଭିଧାନ‌ରୁ

ରସଦାତା

ଉଚ୍ଚାରଣ

[ସମ୍ପାଦନା]
[ରସଦାତ୍ରୀ—ସ୍ତ୍ରୀ] 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ରସ ଦାତୃ ଶବ୍ଦ ୧ମା. ୧ବ)

[ସମ୍ପାଦନା]

ଯେ ହୃଦୟରେ ରସମୟ ଭାବ ବା ଅନୁରାଗ ଜାତ କରାଏ —producing sentiment of love in the heart.