ରସଦାନ
ରସମୟ ଭାବ ଭା ପ୍ରେମ ହୃଦୟରେ ଜାତ କରିବା —Producing sentiment or love in the heart.
ରତିଦାନ; ରତିସୁଖ ଭୋଗର ସୁବିଧାଦାନ —Allowing a person to have the pleasures of sexual enjoyment.