Jump to content

ରସନା

ଉଇକିଅଭିଧାନ‌ରୁ

ରସନା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ରସ୍ ଧାତୁ=ଚାଖିବା+କରଣ. ଅନ+ଅ)

[ସମ୍ପାଦନା]
୧. ଜିହ୍ୱା; ଜିଭ —୧. Tongue.
୨. କାଞ୍ଚି; ମେଖଳା; ଗୋଠ; ଅଣ୍ଟାସୁତା; ଚନ୍ଦ୍ରାହାର; କିଙ୍କିଣି — ୨. Woman's girdle; waist-chain.

(ଉ— ରସନା ରଣତ୍କାର ଶ୍ରବଣ କଲା ବିବେକ ମୋକ୍ଷ— କବିସୂର୍ଯ୍ୟ କିଶୋରୀ ଚମ୍ପୂ,ର ଗୀତା)

୩. ରାସ୍ନା (ଦେଖ) - — ୩. Rāsnā (See)
୪. ଗନ୍ଧଭଦ୍ରା; ପସାରୁଣୀଲତା — ୪. A creeper; Paederia Foetida.
୫. ରଜ୍ଜୁ; ଦଉଡ଼ି —୫. Rope.
୬. ଫାଶ —୬. Noose.
୭. ଲଗାମ (ହିନ୍ଦୀ - ଶ.) —୭. Reins; bridle.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ସପ୍ତକୀ: ବାଦ୍ୟଯନ୍ତ୍ରବିଶେଷ —A kind of musical instrument.

[ଉ—ବାହାରୁଁ ଯେ ମୁଖର ରସନା ସ୍ୱନ କଲେ—ଭଞ୍ଜ. ବୈଦେହୀଶବିଳାସ]



ରସନା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ସ୍ତ୍ରୀ (ରସନା+ଅ+ଆ)

[ସମ୍ପାଦନା]

ରସନା ସମ୍ୱନ୍ଧୀୟା —Relating to the tongue or taste.

ବିଶେଷ୍ୟ -

[ସମ୍ପାଦନା]

ରସନେନ୍ଦ୍ରିୟ ଜନ୍ୟ ସ୍ୱାଦଜ୍ଞାନ —The appreciation of taste by tongue.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ରାସ୍ନା (ଦେଖ) - —Rāsnā (See)