Jump to content

ରସନୀୟ

ଉଇକିଅଭିଧାନ‌ରୁ

ରସନୀୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ରସ ଧାତୁ+କର୍ମ. ଅନୀୟ)

[ସମ୍ପାଦନା]
୧. ଚଖା ହେବାର ଉପଯୁକ୍ତ —୧. Fit to be tasted.
୨. ସୁସ୍ୱାଦୁ —୨. Sweet.
୩. ରସନାର ତୃପ୍ତିକର —୩. Tasteful; relishing.