Jump to content

ରସପାତାଳ

ଉଇକିଅଭିଧାନ‌ରୁ

ରସପାତାଳ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂ—ହସ୍ପିଟାଲ୍)

[ସମ୍ପାଦନା]

ଦାତବ୍ୟ ଚିକିତ୍ସାଳୟ —Hospital.

[ଉ—ନୋହଲେ ଲାଟସାହେବଙ୍କ ନାମରେ ରସପାତାଳ ବସାଅ, ମନ୍ଦିରଟା କଣ ?—ଫକୀରମୋହନ ଛଅମାଣ ଆଠଗୁଣ୍ଠ ]