Jump to content

ରସପୁର

ଉଇକିଅଭିଧାନ‌ରୁ

ରସପୁର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ରସଭରା—ଅନ୍ୟରୂପ)

ଦେଶଜ - ବିଶେଷଣ - (ସଂସ୍କୃତ - ରସପୂର୍ଣ୍ଣ)

[ସମ୍ପାଦନା]

ସରସ; ଯହିଁରେ ରସ ଭରା ଥାଏ — Full of sentiments or wit.

[ଉ— କେହୁ ଗୀତ ସଦୋଷ କେହୁ ନିର୍ବ୍ଦୋଷ, କେ ରସପୁର କେ ବା ହୋଏ ନିରସ— ବ୍ରଜନାଥ. ସମରତରଙ୍ଗ ]