ରସବତୀ
ଦେଖଣା
ରସବତୀ
ଉଚ୍ଚାରଣ
[ସମ୍ପାଦନା](ରସବାନ୍—ପୁଂ)
ସଂସ୍କୃତ - ବିଶେଷଣ - ସ୍ତ୍ରୀ (ରସ+କତ୍+ସ୍ତ୍ରୀ. ଈ)
[ସମ୍ପାଦନା]- ୧. ରସବିଶିଷ୍ଟ; ରସମୟୀ —୧. Full of Rasa.
- ୨. ଲାବଣ୍ୟବତୀ; ସୁନ୍ଦରୀ —୨. Charming.
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]- ୧. ରସିକା —୧. A woman of taste and
wit.
- ୨. ପାକଶାଳା —୨. Cooking room; kitchen.
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. କବି ଅଭିମନ୍ୟୁ ସାମନ୍ତସିଂହାର ରଚିତ ଆଦିରସାତ୍ମକ ଅପ୍ରକାଶିତ ଓଡ଼ିଆ କାବ୍ୟ — ୧. Name of a poetical work by poet Abhimanyu of Orissa.
- ୨. (ସଂସ୍କୃତ - ରସବର୍ତ୍ତିକା) ରସବଳିତା (ଦେଖ) - —୨. Rasabaḻitā (See)