Jump to content

ରସବତ୍

ଉଇକିଅଭିଧାନ‌ରୁ

ରସବତ୍

ଉଚ୍ଚାରଣ

[ସମ୍ପାଦନା]

(ରସବତ୍ତା—ବି)

ସଂସ୍କୃତ - ବିଶେଷ୍ୟ - କ୍ଳୀ (ରସ+ବତ୍)

[ସମ୍ପାଦନା]
୧. ଗୌଣ ବା ଅପ୍ରଧାନ ରସ ବା ଭାବବିଶିଷ୍ଟ —୧. Consisting of a secondary feeling or sentiment.
୨. ରସପୂର୍ଣ୍ଣ — ୨. Full of juice; juicy.
୩. ସୁସ୍ୱାଦୁ; ସୁମଧୁର — ୩. Sweet; well-flavoured.
୪. ଭାବ ବିଶିଷ୍ଟ —୪. Sentimental.
୫. ସୂରୁଚିପୂର୍ଣ୍ଣ — ୫. Tasteful.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

କାବ୍ୟାଳଙ୍କାର ବିଶେଷ (ଯେଉଁ ରଚନାରେ 'ଭାବ' ପ୍ରଥମ ହୁଏ ଓ 'ରସ' ଗୁଣୀଭୂତତ୍ତ୍ୱ ବା ଅପ୍ରଧାନତାକୁ ପ୍ରାପ୍ତ ହୁଏ —Name of a figure of speech in rhetoric.