ରସବିନୋଦିଆ
ଦେଖଣା
ରସବିନୋଦିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରସବିନୋଦିଆ
|
ରସବିନୋଦୀ—ପୁଂ, ରସବିନୋଦିନୀ—ସ୍ତ୍ରୀ—ସଂସ୍କୃତ - ରୂପ
ଦେଶଜ - ବିଶେଷଣ - (ସଂସ୍କୃତ - ରସବିନୋଦୀ)
[ସମ୍ପାଦନା]ଯେ ରସରେ ବିନୋଦ କରେ; ରସିକ —Merry; witty.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଶ୍ରୀକୃଷ୍ଣ —Ṡrīkṛushṇa.
[ଉ—ବସନଲୁଟିଆ, ରସବିନୋଦିଆ ରସରେ ନ ଥିଲେ ହସି କବିସୂର୍ଯ୍ୟ. ସଙ୍ଗୀତ)