Jump to content

ରସମୟ

ଉଇକିଅଭିଧାନ‌ରୁ

ରସମୟ

ଉଚ୍ଚାରଣ

[ସମ୍ପାଦନା]
(ରସମୟୀ—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - (ରସ+ପୂର୍ଣ୍ଣାର୍ଥେ. ମୟ)

[ସମ୍ପାଦନା]
୧. ରସାଳ; ରସପୂର୍ଣ୍ଣ — ୧. Juicy.
୨. କାବ୍ୟରସ ପୂର୍ଣ୍ଣ —୨. Full of sentiments.
୩. ପ୍ରେମମୟ —୩. Full of love.