Jump to content

ରସରାଜ

ଉଇକିଅଭିଧାନ‌ରୁ

ରସରାଜ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (୭ମୀ ତତ୍; ରସ ମଧ୍ୟରେ ଶ୍ରେଷ୍ଠ)

[ସମ୍ପାଦନା]
୧. ପାରଦ — ୧. Mercury.
୨. ରସାଞ୍ଜନ —୨. Antimony.
୩. ଆଦିରସ; ଶୃଙ୍ଗାରରସ —୩. The erotic sentiment in literature.
୪. ପାରଦ, ଗନ୍ଧକ ଓ ତମ୍ୱାଭସ୍ମର ସମ୍ମେଳନରେ ପ୍ରସ୍ତୁତ ଔଷଧବିଶେଷ ୪. A kind of medicinal preparation.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ରସିକବର; ରସିକଚୂଡ଼ାମଣି; ଶ୍ରେଷ୍ଠ ରସିକ; ସୁରସିକ —A person eminent for wit, taste or sentiment.

[ଉ—ରସରାଜ ହରି, ବଂଶୀସ୍ୱନ କରି, ମୋହିଲେ ଗୋପାଳକାମିନୀକୁଳେ— ମଧୁସୂଦନ. କବିତାବଳି]