ରସଲଦାର୍
=== ବୈଦେଶିକ - ବିଶେଷ୍ୟ - (ଫାରାସୀ - ରିସାଲା=ଅଶ୍ୱାରୋହୀ ସେନା+ଦାର୍)
ଅଶ୍ୱାରୋହୀ ସେନାଙ୍କ ନାୟକ —A captain of cavelry.