ରସାଙ୍ଗ ଅତି ବିସ୍ତୁ(ତି)
ଦେଖଣା
ରସାଙ୍ଗ ଅତି ବିସ୍ତୁ(ତି)
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ରସଦୋଷ ବିଶେଷ —A defect in composition.
[ଦ୍ରଷ୍ଟବ୍ୟ —ମୁଖ୍ୟ ରସର ବର୍ଣ୍ଣନା ଅପେକ୍ଷା ଅଙ୍ଗସ୍ୱରପ ଅନ୍ୟ ରସର ଅଧିକତର ବର୍ଣ୍ଣନା ହେଲେ ରସାଙ୍ଗଚ ଅତି ବିସ୍ତୃତି ହେଲା ବୋଲି କୁହାଯାଏ ନିନ୍ଦିକେଶ୍ୱରୀ ବୀରରସାତ୍ମକ କାବ୍ୟ ଏହାର ମୂଳରେ ପୁରୀ ଓ କଟକ ଜିଲ୍ଲାର ବିଭନ୍ନ ସ୍ଥାନର ପ୍ରାକୃତିକ ବର୍ଣ୍ଣନା ଅତି ବିସ୍ତୁତ ଭାବରେ ହୋଇଅଛି, ତେଣୁ ଏହା ଦୋଷାବହ କୁଳମଣି. ଅଳଙ୍କାରତରଙ୍ଗିଣୀ]