ରସାଣିବା
ଦେଖଣା
ରସାଣିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରସାଣିବା
|
ଦେଶଜ - କ୍ରି.
[ସମ୍ପାଦନା]- ୧. ଗିଲ୍ଟି କରିବା — ୧. To gild.
- ୨. ଉଜ୍ଜ୍ୱଳ ବା ପାଲିସ୍ କରିବା —୨. To polish; to burnish.
[ଉ— ରସାଣିଛି ପୁଣି ଶୋକ ସେ ମୂରତି ମଧୁର ସ୍ନିଗ୍ଧ ରସାଣେ ରାଧାନାଥ. ପାର୍ବତୀ]
- ୩. ପୁଟ ଚଢ଼ାଇବା —୩. To smeer with a coat or layer of paint.