Jump to content

ରସାଦାନ

ଉଇକିଅଭିଧାନ‌ରୁ

ରସାଦାନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(୬ଷ୍ଠୀ ତତ୍; ରସ+ଆଦାନ)

[ସମ୍ପାଦନା]
୧. ରସଗ୍ରହଣ (ଦେଖ) - —୧. Rasagrahaṇa (See)
୨. ରସ ଶୋଷଣ (ଦେଖ) - —୨. Rasa ṡoshaṇa (See)
୩. ସ୍ତନ୍ୟପାନ —୩. Sucking.
୪. (ରସା+ଦାନ)—ଭୂମିଦାନ — ୪. Gift of land.